‘ ପୁରାଣ ନଦୀ ’ : ଆଧୁନିକ ମଣିଷର ଅସହାୟତାର ନଗ୍ନ ପ୍ରତିଲିପି
Keywords:
ଆଧୁନିକ ମଣିଷ , ଅସହାୟତା , ଅଭାବବୋଧ , ଅଭାବବୋଧ ଓ ଆଶାବାଦAbstract
ଆଧୁନିକ ମଣିଷ ଯେତେ ଯେତେ ସଭ୍ୟ , ଶିକ୍ଷିତ ଓ ବିକଶିତ ପଥରେ ଅଗ୍ରଗତି କରିଛି , ସେତିକି ଅଧିକରୁ ଅଧିକ ମାତ୍ରାରେ ଅସହାୟତାର ଶିକାର ହୋଇଆସିଛି | ଆଜିର ମନୁଷ୍ୟ ପ୍ରତିଟି କ୍ଷଣରେ ନିଜକୁ ଅସହାୟ ମନେ କରୁଛି | ସେ ଚାହିଁ କି ବି ଅସହାୟ ରୂପୀ ମାୟାଜାଲ କବଳରୁ ମୁକ୍ତ ହୋଇ ପାରୁନି | କେହି ଅପ୍ରାପ୍ତି କାରଣରୁ ତ କେହି କାହାକୁ ହରାଇବା ଜନିତ ଅସହାୟ - କୌଣସି ନା କୌଣସି କାରଣରୁ ଆଧୁନିକ ମଣିଷ ଏଥିରେ ବନ୍ଦୀ |ଏହି ପରିପ୍ରେକ୍ଷୀରେ ସାହିତ୍ୟ ଜଗତରେ ଖ୍ୟାତିସମ୍ପନ୍ନ କବି ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କ ବହୁ ଚର୍ଚ୍ଚିତ ପୁସ୍ତକ ହେଉଛି ‘ ପୁରାଣ ନଦୀ ’ କବିତା ସଂକଳନ | ଏଥିରେ ଆଧୁନିକ ମଣିଷ କିଭଳି ଭାବରେ ଅସହାୟତାବୋଧର ଶିକାର ହେଉଛନ୍ତି ସେ ସମ୍ପର୍କରେ ବିଶେଷ ଭାବରେ ଚର୍ଚ୍ଚା କରାଯାଇଛି |
Downloads
Published
2026-10-01
Issue
Section
Articles
How to Cite
‘ ପୁରାଣ ନଦୀ ’ : ଆଧୁନିକ ମଣିଷର ଅସହାୟତାର ନଗ୍ନ ପ୍ରତିଲିପି. (2026). Vagdhara, 1(2), 18-24. https://vagdhara.in/index.php/vagdhara/article/view/14